ସରକଣା ପଞ୍ଚାୟତ ଧାନମଣ୍ଡିରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପୋଖରୀ ପଟ୍ଟାରେ ଧାନ ବିକ୍ରି । ପ୍ରକୃତ ଚାଷୀ ଧାନ ମଣ୍ଡିରେ । ଧାନ ଦେଇ ନ ପାରି ହତାସ ହେଉଛନ୍ତି ଶହଶହ ଚାଷୀ । ମାତ୍ର ପୋଖରୀ ଜମିକୁ ଧାନ ବିଲ ଦର୍ଶାଯାଇ ଧାନ ମଣ୍ଡିରେ ଧାନ କ୍ରୟ ହୋଇଛି । ସୂଚନା ଅଧିକାର ଆଇନରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
#OdishaGovt #Cooperative #corruption #MandiIssue #rti #ArgusNews