#କୋଭିଡ୍_ମୃତ୍ୟୁ_ସରକାରୀ_ମିଛ
#ବିଧାନସଭା_ତଥ୍ୟ_ଖୋଲିଲା_ସରକାରଙ୍କ_ପୋଲ୍
ଏ ହେଉଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର କୋଭିଡ ସଂକ୍ରମଣ ସମ୍ପର୍କିତ ତଥ୍ୟ । ସ୍ବାସ୍ଥ୍ୟ ବିଭାଗର ଡାସ ବୋର୍ଡ କହୁଛି ରାଜ୍ୟରେ 9 ହଜାର 204 ଜଣ ଲୋକଙ୍କର କୋଭିଡ ସଂକ୍ରମଣ ଜନିତ ମୃତ୍ୟୁ ହୋଇଛି
#ArgusNews #Covid #DeathReport #OdishaGovt #Odisha