#ଗଞ୍ଜାମରେ_କୋଭିଡ୍_ନିୟମର_ଉଡିଲା_ଧଜ୍ଜିୟା !
ଶାସକ ଦଳର ବିଧାୟକ ବୋଲି ସାତ୍ ଖୁନ୍ ମାଫ୍। କୋଭିଡ୍ ନିୟମର ଉଡାଇଲେ ଧଜ୍ଜିୟା । ବିଧାୟକଙ୍କ ପାଇଁ ଖୋଲାଗଲା କଟକଣା ଭିତରେ ଥିବା ତାରାତାରିଣୀ ମନ୍ଦିର। ସେହିପରି ରାତି ଅଧ ପର୍ଯ୍ୟନ୍ତ ଖୋଲା ରହିଲା ରାମଲେଙ୍ଗେଶ୍ବର ପାର୍କ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲେ ଏସବୁ ପ୍ରଶାସନର ଜାଣତରେ ହିଁ ହେଉଛି
#Ganjam #Covidguideline #bjdmla #TaratariniTemple #ArgusNews #Odisha