#ଗୋ_ମାତାଙ୍କ_ଯମ_ଯନ୍ତ୍ରଣା
ବେଆଇନ୍ ଗୋ-ଚାଲାଣ ନେଇ ସରକାର ଚୁପ୍ । ବଡ ପ୍ରଶ୍ନ, କାହିଁକି ଗଠନ ହେଉନାହିଁ ସ୍ପେଶାଲ୍ ଟାସ୍କ ଫୋର୍ସ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ମାମଲାରେ ଗୃହ ସଚିବ-ପୋଲିସ ଡିଜିଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ ।
#HighCourt #Cow #police #odisha #ArgusNews