#ଦୁର୍ଦ୍ଦିନରେ_ହସ୍ତଶିଳ୍ପ_କାରିଗର
#ପରିଶ୍ରମ_ଅନୁଯାଇ_ମିଳୁନି_ପାରିଶ୍ରମିକ
ସରକାର ଗ୍ରାମାଞ୍ଚଳରେ ହସ୍ତଶିଳ୍ପର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଅନେକ ଯୋଜନା କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ହସ୍ତଶିଳ୍ପୀ କାରିଗର ।
#balesore #Craftsmen #distress #leave #lowprice #Odisha #ArgusNews