#ଗାମୁଛା_ଦୌଡି_ନା_ହତ୍ୟା
#ସନ୍ଦେହ_ଭିତରେ_କ୍ରାଇମବ୍ରାଞ୍ଚର_ବିଶ୍ବସନୀୟତା
ସସପେନ୍ସରୁ ପରଦା ହଟାଇବା ପାଇଁ ନା ପାୱରଫୁଲଙ୍କୁ ସୁରକ୍ଷା ଦେବା ପାଇଁ କ୍ରାଇମବ୍ରାଞ୍ଚର ତନାଘନା । ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଶନିବାର ମହାଲିଙ୍ଗରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍। କଲେଜକୁ ଯାଇ ଗୋବିନଙ୍କ ଦସ୍ତଖତ ଥିବା ରେଜିଷ୍ଟର ସଂଗ୍ରହ କିଛି କ୍ରାଇମବ୍ରାଞ୍ଚ ଟିମ୍
#ArgusNews #MamitaMeherCase #GovindSahu #CrimeBranch #Controversy #Odisha