#ବିଏମସିରେ_ବଡ_ଦୁର୍ନୀତିର_ଗନ୍ଧ
#କୋଟି_କୋଟି_ଟଙ୍କାର_ଭାଉଚର_ଗାଏବ
କ୍ରାଇମବ୍ରାଞ୍ଚ EOWକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ। ବିଏମସି ଇଂଜିନିୟରିଂ ଉପବିଭାଗର ଏକାଧିକ ଫାଇଲ ଗାଏବ ହୋଇଯାଇଥିବା ଘଟଣାରେ ତଦନ୍ତ କରିବ ଇଓଡବ୍ଲୁ। 2012 ରୁ 2019 ଯାଏ 5 ବର୍ଷ ଭିତରେ ଆର୍ଥିକ କାରବାର ଏବଂ ଏହାର ରିପୋର୍ଟ କୁ ନେଇ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ବିନାୟକ ରଥ ।
#ArgusNews #BMC #CrimeBranch #EOW #investigation #Complainant #Bhubaneswar #Odisha