#ଜନତାଙ୍କ_ହାଲ୍ଲାବୋଲ
#ଗରା_ବାଲଟି_ରଖି_ରାସ୍ତା_ଅବରୋଧ
ରାଜ୍ୟରେ ଡହ ଡହ ତାତି। ତା ସାଙ୍ଗକୁ ଜଳ କଷ୍ଟ। ଗାଁଠୁ ସହରରେ ବଳିଗଲା ଜଳକଷ୍ଟ। ସମ୍ବଲପୁର ସହରରେ ଉତ୍କଟ ଜଳ ସମସ୍ୟା ନେଇ ତାତିଲେ ଲୋକେ। ପ୍ରତିବାଦରେ ପିଏଚଡି ଅଫିସ ଘେରିଲେ ସହରବାସୀ।ଢେଙ୍କାନାଳ ପରଜଙ୍ଗରେ ଗରା ବାଲଟି ଧରି ଲୋକଙ୍କ ରାସ୍ତା ଅବରୋଧ। ସେହିପରି ଗଞ୍ଜାମ ସୋରଡାରେ ବ୍ଲକ ଅଫିସ ଘେରିଲେ ଲୋକେ।
#sambalpur #Dhenkanal #Ganjam #WaterProblem #roadblock #blockoffice #strick #Odisha #ArgusNews