#କାନ୍ଦୁଛନ୍ତି_ଜୁନିୟର_ରାଇମୋହନ
ଭେଟନ୍ତୁ ଏମିତି ଜଣେ କଳାକାରଙ୍କୁ ଯିଏ ପିଲାଟି ଦିନରୁ ରାଇମୋହନଙ୍କ ଡାଇଲଗ କୁ ଅନୁସରଣ କରି ଆସୁଛନ୍ତି। କିନ୍ତୁ ରାଇମୋହନ ଙ୍କ ଅକାଳ ବିୟୋଗ ରେ ସେ ଭାଙ୍ଗି ପଡିଛନ୍ତି। ପୂର୍ବରୁ ଅନେକ ଥର ସେ ରାଇମୋହନ ଙ୍କୁ ଭେଟି ପ୍ରଶଂସା ପାଇଛନ୍ତି। ସେଥିପାଇଁ ତାଙ୍କୁ ମିଳିଛି ଜୁନିୟର ରାଇମୋହନ ର ଆଖ୍ୟା।ଯାଜପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ ନିଜ ପ୍ରିୟ କଳାକାରଙ୍କୁ ଝୁରି ହେଉଛନ୍ତି।
#Jajpur #Binjharpur #RaimohanParida #JuniorRimohan #crying #RimohanDialouge #Odisha #ArgusNews