ସିଏସଆଇଆର-ଆଇଏମଏମଟିର ବୈଜ୍ଞାନିକ, ଆଇଇଟିଇ ଦ୍ୱାରା ବୈଜ୍ଞାନିକ ଡ. ସନ୍ତୋଷ କୁମାର ବେହେରାଙ୍କୁ ପୁରସ୍କୃତ କରାଯାଇଛି । ଡକ୍ଟର ବେହେରାଙ୍କ ଦ୍ୱାରା ବିକଶିତ ଆଇ-ଅନ୍-ପେଲେଟ୍ ଏବଂ ଏକ୍ସପର୍ଟ-ଆଇ-ଅନ୍-ପେଲେଟ୍ ନାମକ ଟେକ୍ନୋଲୋଜି ଭାରତର ଅଗ୍ରଣୀ ଇସ୍ପାତ କାରଖାନା ଦ୍ୱାରା ବ୍ୟବହାର କରାଯାଉଛି ।
#prestigious #IETEAward #SantoshKumarBehera #Scientist #development #innovative #Odisha #ArgusNews