କାଶ୍ମୀର କେଶର ଝାରସୁଗୁଡ଼ା ମାଟିରେ । କଥା ଟି ବିଶ୍ୱାସ ହେଉ ନଥିଲେ ହେଁ ସତ l ମାଇନସ ଡିଗ୍ରୀ ତାପମାତ୍ରରେ ଭାରତର କେବଳ କାଶ୍ମୀରରେ ଏହି ମୋଗ୍ରା କେଶରକୁ ଚାଷ କରାଯାଇଥାଏ । କିନ୍ତୁ ଝାରସୁଗୁଡା ଭଳି ଉତ୍ତପ୍ତ ସହରରେ ଏପରି ଏକ ଚାଷ ଅବିଶ୍ୱସନୀୟ । ଦେଖିବା ଏହି ରିପୋର୍ଟ