ବଡ଼ ମେଡ଼ିକାଲ୍ ଦେଇଛି ବଡ଼ ଦୁଃଖ । ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଅନ୍ଧାର ହୋଇଛି ଜୀବନ। ଗୋଟିଏପଟ ଆଖି ହରାଇ ଦୁର୍ବିସହ ହୋଇ ପଡ଼ିଛି ଦିନ ସବୁ । ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଗଙ୍ଗାଧର । ଘାରିଛି ପରିବାର ଚିନ୍ତା ।
#ArgusNews #Cuttack #ACBMedical #wrongsurgery #LeftEye #Odisha