ଆଠଗଡ଼ ବ୍ଳକ ନଅବେଢା ଅଞ୍ଚଳର ଗୁରୁଡ଼ିଝାଟିଆ ଠାରେ ଅଧିଷ୍ଠାତ୍ରୀ ଦେବୀ ମା ବାସନ୍ତୀ ଦୁର୍ଗା ଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି । ଏହି ପୂଜା ୪ ଦିନଧରି ମହା ସମାରୋହରେ ପାଳିତ ହେବ ଅଷ୍ଟମୀ ନବମୀ ଦଶମୀ ଓ ଏକାଦଶୀ ଦିନ ପାହାଡ଼ି ଯାତ୍ରା ଅନୁଷ୍ଠିତ ହେବ
#ArgusNews #Cuttack #Athagarh #BasantiDurga #Odisha