କଟକ ଆଠଗଡ ରାସ୍ତାରେ ଯାତାୟାତ ଠପ । ସାପୁଆ ସେତୁ ଉପରେ ଅଣ୍ଟାଏ ଲେଖାଏଁ ପାଣି ।ଲଗାଣ ବର୍ଷା ଯୋଗୁଁ ଉଚ୍ଛୁଳୁଛି ମହାନଦୀ । ତଳିଆ ଅଞ୍ଚଳରେ ବିଭୀନ୍ନ ଗାଁ ରେ ପସିଲା ବନ୍ୟା ପାଣି ।
#Flood #Heavyrains #Cuttack #Athagarh #Odisha #ArgusNews