କଟକ ବଡମ୍ବା ବ୍ଲକ ଅଧିନ ଗୋପପୁର ପଞ୍ଚାୟତରେ ଦୃଷ୍ଟିହୀନଙ୍କ ପାଖେ ସରକାରୀ ଯୋଜନା ଅପହଂଚ । ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେଉଥିବା ବେଳେ, ଥିଲାବାଲା ଓ ଅଯୋଗ୍ୟ ବ୍ୟକ୍ତି ଏହାର ଲାଭ ଉଠାଉଛନ୍ତି । ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
#Cuttack #Badamba #AwasScam #Corruption #Helpless #Odisha #ArgusNews