#ପ୍ରାଣ_ନେଉଛି_ପାଣି
କଟକ ବଡ଼ମ୍ବାର ଏମିତି ଏକ ଗାଁ, ଯେଉଁଠି ପୁରା ଗାଁ ପୁରୁଷ ଶୂନ୍ୟ । ମହାମାରୀ କୀଡ୍ନି ଏହି ଗାଁକୁ ପୁରୁଷ ଶୂନ୍ୟ କରୁଛି । ଅନେକ ପରୀକ୍ଷଣ ପରେ ବି ବାହାରି ପାରୁନି ସମାଧାନ । ଗାଁରେ ୧୨ ପରିବାରରେ ନାହାନ୍ତି ପୁରୁଷ ।
#ArgusNews #Cuttack #badamba #Epidemic #kidneydisease #poisonwater #Odisha