ବଡମ୍ବା ମୁଗଗହୀରରେ ଭୟାବହ ଅଗ୍ନିକାଣ୍ଡ । ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମୁଗ ଗହୀର ମୁଣ୍ଡିଆସାହି ଗାଁରେ ଚାରି ଭାଇଙ୍କର ଚାରି ବଖରା ଚାଳଛପର ଘର ପୋଡି ଯାଇଛି
#ArgusNews #cuttack #Badamba #Firemishap #Odisha