ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଚତୁର୍ଥ ଦିନରେ ବି ଲୋକଙ୍କ ଜମିଲାଥିଲା ଭିଡ଼। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିବା ପରେ ଚଳିତ ଥର ବାଲିଯାତ୍ରାର ଜୋରଦାର ଆୟୋଜନ କରିଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବୁଲିବା ସହ ଚଟପଟା ଖାଦ୍ୟ, ବିଭିନ୍ନ ସାମଗ୍ରୀ କିଣା ସହ ଦୋଳିରେ ବସି ମଜା ନେଉଛନ୍ତି ଲୋକେ। ତେବେ ଏ ନେଇ ଲୋକଙ୍କ ଭିତରେ କଣ ରହିଛି ମାହୋଲ ଶୁଣନ୍ତୁ।
#CuttackBaliyatra #BaliYatra2022 #excitement #stalls #foodstall #Odisha #ArgusNews