ବାଲିଯାତ୍ରାରେ ଜମୁଛି ଖାଇବା ଷ୍ଟଲ୍ । ଇଣ୍ଡିଆନ, ଚାଇନିଜ ଠାରୁ ଆରମ୍ଭ କରି ପାରମ୍ପରିକ ଖାଦ୍ୟ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିବା ପରେ ବାଲିଯାତ୍ରା ଆୟୋଜନ ହୋଇଥିବାରୁ ଲୋକଙ୍କ ମଧ୍ୟ ଭିଡ ଜମୁଛି।
#CuttackBaliyatra #BaliYatra2022 #excitement #stalls #foodstall #Odisha #ArgusNews