କଟକ ଐତିହାସିକ ବାଲିଯାତ୍ରାରେ ଥିବା ରୁଚି ମସଲା ଷ୍ଟଲରେ ଲୋକଙ୍କ ବଢୁଛି ଭିଡ଼ । ବାଲିଯାତ୍ରା ବୁଲିବା ସାଙ୍ଗକୁ ରୁଚି ମସଲା କିଣି ନେଉଛନ୍ତି ଲୋକେ। ଏହା ସହ ଫ୍ରୋଜିଟ ପକ୍ଷରୁ କରାଯାଇଥିବା ଫୁଡ୍ କୋର୍ଟରେ ଖାଇବାର ମଜା ନେଉଛନ୍ତି ଲୋକେ। ତେବେ ଏ ନେଇ କଣ କହୁଛନ୍ତି ଶୁଣନ୍ତୁ।
#CuttackBaliyatra #BaliYatra2022 #excitement #stalls #foodstall #RuchiMasala #Odisha #ArgusNews