କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀଙ୍କ ଏକ ତରଫା ଗିରଫଦାରୀ ଦିନକୁ ଦିନ ବୃଦ୍ଧି ପାଉଛି। କଂଗ୍ରେସ କର୍ମୀ ମାନଙ୍କ ନାମରେ ମିଛ ଏତଲା କରାଇ ଜାଣିଶୁଣି ନିରୀହ କଂଗ୍ରେସ କର୍ମୀଙ୍କୁ ଗିରଫ କରି ଜେଲ ହାଜତକୁ ପଠାଉଥିବା ସାଙ୍ଘାତିକ ଅଭିଯୋଗ କରିଛି ବାଙ୍କୀ କଂଗ୍ରେସ
#Cuttack #Banki #Congress #ArgusNews #Odisha