ଆଜି ହେଉଛି ଗ୍ରହରାଜ୍ ଶନିଶ୍ଚରଙ୍କ ଜନ୍ମ ଦିବସ ।
ଏହି ଅବସରରେ ରାଜ୍ୟର ପ୍ରମୁଖ ଶନି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ । ମାନସିକ ଧାରୀ ମାନେ ମନସ୍କାମନା ପୂରଣ କରିବା ନିମନ୍ତେ ଗ୍ରହରାଜଙ୍କ ଉପରେ ଜଳ ଲାଗି କରିଥାନ୍ତି । ରାଜ୍ୟର ପ୍ରମୁଖ ଶନି ମନ୍ଦିର ମଧ୍ୟରୁ କଟକ ଜିଲ୍ଲା ଟାଙ୍ଗୀ ମାଗୁରା ପଞ୍ଚାୟତ ଅଡମ୍ବରୁ ଶନିପୀଠ ଅନ୍ୟତମ
#Cuttack #lordshanidev #Birthday #Choudwar #Tangi #ArgusNews