ବାଙ୍କୀ ଠାରେ ମହାନଦୀରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଏବେ ଶାଖା ନଦୀ ରଣରେ ପାଣି ଆସିବା ପରେ ଏବେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେପଟେ ପ୍ରଶାସନ ଏପର୍ଯ୍ୟନ୍ତ ନପଂହଁଚିବାକୁ ନେଇ ଅଭିଯୋଗ କଲେ ପାଣି ଘେରରେ ଥିବା ସୁକୁଆ ଖେଳା ଗ୍ରାମବାସୀ
#Cuttack #Banki #Mahanadi #FloodWater #ArgusNews