#କଟକ_ଜିଲ୍ଲାରେ_ପୋଲିସ_ମରୁଡି
#ଆବଶ୍ୟକ_ଅନୁଯାୟୀ_ନାହାଁନ୍ତି_ଅଧିକାରୀ_ଓ_କର୍ମଚାରୀ
ଯେଉଁଥିପାଇଁ ନ୍ୟାୟରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । ଅଧିକାଂଶ ଘଟଣାରେ ବିଳମ୍ବ ହେଉଛି ତଦନ୍ତ । କେବଳ ସେତିକି ନୁହଁ ପାଟ୍ରୋଲିଂ ହୋଇପାରୁନଥିବାରୁ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି
#Cuttack #PoliceJobVacancy #Odisha #ArgusNews