#ଅମୃତ_ଯୋଜନାରେ_କଳା_ଜହର
#ସିଲଭର_ସିଟିରେ_ଜଳ_ପାଲଟିଛି_ବିଷ
ଟିକେ ନଜର ପକାନ୍ତୁ ଏହି ପାଣି ଉପରେ । ଟ୍ୟାପରୁ ବାହାରୁଚି ପଙ୍କ ମିଶା କଳା ପାଣି । ଏହାକୁ ଆପଣ ପିଇବା ତ ଦୁରର କଥା ବ୍ୟବହାର ମଧ୍ୟ କରି ପାରିବେ ନାହିଁ । ଜନ ସାଧାରଣ ଙ୍କୁ ଟିକେ ବିଶୁଦ୍ଧ ପାନୀୟ ଜଳ ଦେବା ପାଇଁ ରାଜ୍ୟ ସରକାର ଅମୃତ ଯୋଜନା ଆରମ୍ଭ କରିଥିଲେ । ମାତ୍ର ଅମୃତ ଯୋଜନା ରେ ଦିନ ରାତି ବହାରୁଛି ବିଷାକ୍ତ ପାଣି ।
#ArgusNews #Cuttack #drinkingwater #waterproject #mineralwater #AmrutYojana #blackwater #Odisha