#କଟକ_ସୂତାହାଟ_ନ୍ୟୁ_କଲୋନୀରେ_ଗୁଳିମାଡ଼
ନ୍ୟୁ କଲୋନୀ ଅଞ୍ଚଳର ବି.ରବିଙ୍କ ଘର ଉପରକୁ ଗୁଳିମାଡ ହୋଇଛି। ଆଜି ସକାଳ ସମୟରେ ଗୁଳିଟି ରବିଙ୍କ ରୋଷେଇ ଘର କାଚରେ ବାଜିଥିବା ବେଳେ କାହାର କୌଣସି କ୍ଷତି ହୋଇନାହିଁ। ଘଟଣା ସ୍ଥଳରେ କ୍ୟଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି....।
#argusnews #gunfiring #cuttack #firing #investigation #odisha