#ଆଦାୟ_ହେଉଛି_ବେଆଇନ_ଟୋଲ_ଫି !
କଟକ ମୁଣ୍ଡୁଳି ବ୍ରିଜ ନିକଟରେ ଆଦାୟ ହେଉଛି ବେଆଇନ ଟୋଲ ଫି । ପ୍ରଶ୍ନ କଲେ ଗାଡି ଚାଳକଙ୍କ ଉପରେ ଦବଙ୍ଗଗିରି ଦେଖାଉଛନ୍ତି ଟୋଲଗେଟ କର୍ମଚାରୀ । ମନଇଚ୍ଛା ଆଦାୟ କରୁଛନ୍ତି ଟଙ୍କା । ଟଙ୍କା କାହା ପାଖକୁ ଯାଉଛି ପଚାରିଲେ ନାହିଁ ଉତ୍ତର
#Cuttack #Munduli #Tollgate #Illegaltollscollection #Odisha #ArgusNews