ପ୍ରଚାର ମୈଦାନ ସରଗରମ । ବିଜେଡ଼ି ମେୟର ପ୍ରାର୍ଥୀ ସୁବାସ ସିଂ ଓ ୱାର୍ଡ କର୍ପୋରେଟର ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଘରକୁ ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ମେୟର ଓ କର୍ପୋରେଟର ପ୍ରାର୍ଥୀ।
#CTC #Municipalelections #Election #ElectionCampaign #BJD #mayorcandidate #corporatecandidate #Odisha #ArgusNews