କଟକ କିଶନନଗର ଥାନା ନମାଜ ପଡିଆରେ ହତ୍ୟାକାଣ୍ଡ । ପ୍ରହରାଜପୁର ଗାଁର ଅବଦୁଲ କାଦରଙ୍କ ଗଳା କାଟି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
#Cuttack #Kishannagar #Murdercase #investigation #Odisha #ArgusNews