#ଧୂମଧାମରେ_ମା_ଚର୍ଚ୍ଚିକାଙ୍କ_ପୀଠରେ_ଚାଲିଛି_ଷୋହଳ_ଦିନାତ୍ମକ_ପୂଜା !
ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ମାଙ୍କ ଷୋଳ ଦିନାତ୍ମକ ପୂଜା । ମହାନଦୀରୁ 108 ଗରା ସୁବାସିତ ଜଳ ସେବକଙ୍କ ଦ୍ୱାରା ଅଣା ଯାଇ ମାଙ୍କୁ ସ୍ନାନ କରାଯାଇଥାଏ ମାଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥାଏ
#cuttack #banki #maacharchika #rituals #cuttacknews #argusnews #odisha