ଚଳନ୍ତା ଟ୍ରେନରୁ ମୋବାଇଲ ଲୁଟପାଟ କରୁଥିବା ଏକ ଲୁଟେରାକୁ ଗିରଫ କରିଛି କଟକ ଜିଆରପି ଥାନା ପୋଲିସ। ଏହି ଲୁଟେରା ଜଣକ କଟକ ମାଲଗୋଦାମ ବେହେରା ସାହି ଅଞ୍ଚଳର ବିନୋଦ ବେହେରା। ତା ନିକଟରୁ ୧୬ ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
#ArgusNews #MobileLootera #arrested #Cuttack #Odisha