କୁଆଡେ ଗଲା ସ୍ପେଶାଲ ଡ୍ରାଇଭ ?
ମେୟରଙ୍କ ପ୍ରତିଶ୍ରୁତି ଧୂଆଁବାଣ । ମଶା ନିପାତ୍ କରିବାରେ କଟକ ମହାନଗର ନିଗମ ସମ୍ପୂର୍ଣ୍ଣ ଫେଲ। ଏଭଳି ଆରୋପ ଆଣିଛନ୍ତି କଟକ ସହରବାସୀ । କଟକ ସହରକୁ ମଶାମୁକ୍ତ କରିବାକୁ ସିଏମସି ମେୟର୍ ସୁବାସ ସିଂ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ
#ArgusNews #Cuttack #CMC #mosquitoes #liquid #MayorSubashSingh #Odisha