#ଜମି_ବିବାଦକୁ_ନେଇ_ଗଡ଼ିଲା_ମୁଣ୍ଡ !
ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମାମୁଁ ଓ ଭଣଜା ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥବା ଅଶାନ୍ତି ଗତକାଲି ବିସ୍ଫୋରକ ରୂପ ନେଇଥିଲା । ବିଚ ରାସ୍ତାରେ ଦୁଇ ପରିବାର ହାତାହାତି ଭିତରେ ଭଣଜାଙ୍କ ପରିବାରର ଦୀପକ ସାମଲଙ୍କର ମୃତ୍ୟୁ ହୋଇଛି
#Cuttack #Murder #landissue #Odisha #ArgusNews