ପୁଣି ଶିକାରୀଙ୍କ ଟାର୍ଗେଟରେ ଦନ୍ତା । ନରସିଂହପୁର ଜଙ୍ଗଲରେ ପୁଣି ଗୁଳି ଖାଇ ବୁଲୁଛି ଦନ୍ତା ହାତୀ। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଚତରାପଦା ବିଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା
#Cuttack #Narasinghpur #elephant #ArgusNews