#ନରସିଂହପୁର_ଶରଧାପୁର_ଗାଁରେ_ଚାଉଳ_ପାଇବାରୁ_ବଞ୍ଚିତ_ହିତାଧିକାରୀ
୮ଟି ୱାର୍ଡର ୬ଶହରୁ ଉର୍ଦ୍ଧ୍ବ ହିତାଧିକାରୀ ରାସନ ଚାଉଳ ପାଇନଥିବା ଅଭିଯୋଗ ହୋଇଛି । କେନ୍ଦ୍ରରୁ ଆସୁଥିବା ମାଗଣା ଚାଉଳକୁ ଶରଧାପୁର ଗାଁର ଡିଲରଙ୍କର ଶଶୁର ଅର୍ଜୁନ ସାହୁ ସମସ୍ତ ରାସନ ସାମଗ୍ରୀ ହରିଲୁଟ କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।
#ArgusNews #Cuttack #Rice #Ration #Narsinghpur #villagers #Shardapur #scam #Odisha