ରେଭେନ୍ସା ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଟି ଏସ ଇଲିଅଟଙ୍କ ଦି ୱେଷ୍ଟଲ୍ୟାଣ୍ଡ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ବିଭାଗ ନିଜର ଶତବାର୍ଷିକୀ ଉତ୍ସବ ପାଳନ କରୁଥିବା ଅବସରରେ ଏହି ଆଲୋଚନା ଚକ୍ରର ଆୟୋଜନ କରିଛି।
#ArgusNews #Cuttack #RavenshawUniversity #seminar #EnglishDepartment #Odisha