ରାସ୍ତା ଫାଟି ରାସ୍ତା ମଝିରୁ ବାହାରିଲା ପାଣି । ଏଭଳି ଆଶ୍ଚର୍ଯ୍ୟ କର ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଜା ବଗିଚା ସିଟି କଲେଜ ସାମ୍ନା ରେ । ଏତେ ମୋଟା ରେ ପାଣି ବାହାରି ଥିଲା ଯେ ଲୋକେ ସେହି ରାସ୍ତା ରେ ଯାଉଥିବା ଗାଡି ଚାଳକ ଭୟ ଭୀତ ହୋଇ ଯାଇଥିଲେ । ସେଠରେ ଲୋକଙ୍କ ଭିଡ଼ ସହ ଗାଡି ମଟର ବନ୍ଦ ହୋଇଯାଇଛି।
#Cuttack #RajaBagicha #Odisha #ArgusNews