ଚାକିରି ସ୍ଥାୟୀ ହେବ । ଏମିତି ଭାବି ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ନ୍ୟାୟ ପାଇଁ ରାଜଧାନୀର ଲୋୟର ପିଏମଜିରେ କଲେଜ କର୍ମଚାରୀଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ସ୍ଥିତ ଜୁପକୁଦ ମହିଳା ଡିଗ୍ରୀ କଲେଜ ଅଧକ୍ଷାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଲେଜ କର୍ମଚାରୀ
#fraudteacher #Allegation #JapakudaCollege #salepur #ArgusNews