#ହାତରେ_ଲାଗିଲା_ପାଦର_ଆଙ୍ଗୁଠି
ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର। ହାତରେ ଲାଗିଲା ଗୋଡର ଆଙ୍ଗୁଠି। ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି ଏହି ସଫଳ ଅସ୍ତ୍ରୋପଚାର। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରିଛି ଏହି ଅପରେସନ। ଯାହା ଓଡିଶା ରେ ପ୍ରଥମ। ଏଭଳି ସଫଳ ଅସ୍ତ୍ରୋପଚାର କରି ପୁଣି ଥରେ ଉଦାହରଣ ସୃଷ୍ଟି କରିଛି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ।
#ArgusNews #Cuttack #SCBMedical #raresurgery #plasticsurgery #Odisha