ସିସୋର ଚିଟଫଣ୍ଡ ଠକେଇ ମାମଲା ନେଇ ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ହାଇକୋର୍ଟଙ୍କ ଝଟକା । ରବୀନ୍ଦ୍ର ଜେନାଙ୍କ ବିରୋଧରେ ସିସୋର ଚିଟଫଣ୍ଡ ଠକେଇ ନେଇ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
#ArgusNews #chitfundfraudcase #Cuttack #HighCourt #RabiJena #Odisha