#କଟକ_ସୂତାହାଟ_ନ୍ୟୁ_କଲୋନୀରେ_ଗୁଳିମାଡ଼ !
କଟକ ସୂତାହାଟ ନ୍ୟୁ କଲୋନୀରେ ଗୁଳିମାଡ଼ । ନ୍ୟୁ କଲୋନୀ ଅଞ୍ଚଳର ବି.ରବିଙ୍କ ଘର ଉପରକୁ ଗୁଳିମାଡ ହୋଇଛି । ଆଜି ସକାଳ ସମୟରେ ଗୁଳି ଟି ରବି ଙ୍କ ରୋଷେଇ ଘର କାଚ ରେ ବାଜିଥିବା ବେଳେ କାହାର କୌଣସି କ୍ଷତି ହୋଇନାହିଁ
#ArgusNews #Cuttack #Sutahata #Firing