କଟକ ସଦର ତେଲେଙ୍ଗାପେଣ୍ଠ ରାମ ନଗର ଅଞ୍ଚଳରେ ପ୍ରତିଷ୍ଠା ହେଲା ନୂତନ ଶିଵ ମନ୍ଦିର । ଦୀର୍ଘ ଦିନ ଧରି ଏହି ମନ୍ଦିର ନିର୍ମାଣ କାମ ସରିବା ପରେ ଆଜି ଦେବ ଦେବ ମହାଦେବ ରାମେଶ୍ଵର ଙ୍କ ନୂତନ ବିଗ୍ରହ ସ୍ଥାପନ କରାଯାଇଛି । ତିନିସହ ରୁ ଉର୍ଦ୍ଧ୍ବ ଭକ୍ତ କଳସ ଯାତ୍ର ରେ ସାମିଲ ହୋଇଥିଲେ
#ArgusNews #Cuttack #Telengapentha #ShivTemple #Odisha