ଏକ୍ସପାଇରି ସାମଗ୍ରୀ ବିକ୍ରୀ କରିବା ଅଭିଯୋଗରେ ଭି ମାର୍ଟ ମଲରେ ଚଢ଼ାଉ। ବାଦାମବାଡ଼ି ଅଞ୍ଚଳରେ ଥିବା ଭି ମାର୍ଟ ମଲରେ ଚଢାଉ କରିଛି ବାଦାମବାଡ଼ି ଥାନା ପୋଲିସ। ଲକ୍ଷାଧିକ ଟଙ୍କାର ଏକ୍ସପାଇରି ସାମଗ୍ରୀ ଜବତ। ମଲ ମାଲିକଙ୍କୁ ପଚରାଉଚରା।
#ArgusNews #Cuttack #VMartMall #sellingexpiredgoods #seized #Odisha