ଡିବି ଧୂଆଁରେ ଯୋଗୀଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ କଟକ ଯୁବକ !
ପେସା ବ୍ୟବସାୟ କିନ୍ତୁ ନିଶା ଚିତ୍ର ଆଙ୍କିବା । ଚିତ୍ର ଆଙ୍କିବା ଦେଇଛି ତାଙ୍କୁ ପରିଚୟ । ଚିତ୍ରଟିଏ ଆଙ୍କିବାକୁ ହେଲେ ରଙ୍ଗ ଦରକାର ପଡୁଥିବା ଆପଣ ସମସ୍ତେ ଜାଣିଥିବେ । ହେଲେ ଏଠି ଚିତ୍ର ଆଙ୍କିବାକୁ ଦରକାର ପଡେନି କୌଣସି ରଙ୍ଗ କି ତୁଳି । ବରଂ ଡିବିରି ଆଲୁଅରେ ଆଙ୍କି ହୋଇଯାଏ ଆକର୍ଷଣୀୟ ଚିତ୍ର । ଦେଖିବା ଏହି ରିପୋର୍ଟ
#Cuttack #YouthArtist #lamplight #YogiAdityanath #ArgusNews