ଅଫିସରେ କାମ କରିବା ବଦଳରେ ଆରାମ କରୁଛନ୍ତି ସରକାରୀ କର୍ମଚାରୀ । କେତେବେଳେ ତଳିଆ କର୍ମଚାରୀ ମାନେ ବଡ ବାବୁଙ୍କୁ ମୋଡା ଘଷା କରୁଛନ୍ତି, ତ ଆଉ କେତେବେଳେ ନିଜ ଟେବୁଲ ଉପରେ ନିଘୋଡ ନିଦରେ ଶୋଇପଡୁଛନ୍ତି ଉପରିସ୍ଥ କର୍ମଚାରୀ । କଟକ ମହାନଗର ନିଗମ କାର୍ଯ୍ୟଳୟର ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
#Cuttuck #CMC #ViralVedio #CMCOffice #Odisha #ArgusNews