ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ ଭୁବନେଶ୍ୱର । ରେକଟେ ବେଗରେ ଗତି କରୁଛି ସାଇବର ଠକେଇ । 5 ମାସରେ 15 ଶହରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ପ୍ରାୟ 5 କୋଟି ଠକି ନେଲେଣି ସାଇବର ଠକମାନେ । ପୁରା ରାଜ୍ୟରେ ସାଢେ 17 ଶହ ମାମଲା ରୁଜୁ ହୋଇଥିବାବେଳେ କେବଳ ରାଜଧାନୀରେ 1537 ମାମଲା ରୁଜୁ ହୋଇଛି । ମୋଟ ଠକେଇର କେବଳ 87 ପ୍ରତିଶତ ରାଜଧାନୀରେ ହୋଇଛି । ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ ରହିଛି ସାଇବର ଠକଙ୍କ ସ୍ୱତନ୍ତ୍ର ନଜର । ଯେତେ ସଚେତନତା କରାଗଲେ ବି ଲୋକେ ସଚେତନ କମ, ଠକାମିରେ ଅଧିକ ପଡୁଛନ୍ତି ।
#cybercrime #Bhubaneswar #crimecapital #Odisha #ArgusNews