ଛୁଇଁବ, ପଳାଇବ ହେଲେ ପ୍ରବଳ ବର୍ଷିବ
ଓଡ଼ିଶା ଉପକୂଳ ଦେଇ ବାତ୍ୟା ହେବ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ । ୨୪,୨୫ ରେ ପ୍ରବଳ ବର୍ଷା ଆକଳନ କଲା ପାଣିପାଗ ବିଭାଗ । ଓଡ଼ିଶାକୁ ଡାଇରେକ୍ଟ ହିଟ୍ କରିବ ନାହିଁ ବାତ୍ୟା।
#CycloneSitrang #Lowpressure #CyclonicStorm #WeatherUpdate #BayofBengal #Odisha #ArgusNews