ସଡ଼କ ସୁରକ୍ଷା ପାଇଁ ରାଉରକେଲା ସହରବାସୀଙ୍କୁ ସଚେତନ କରିବା ପାଇଁ ସାଇକ୍ଲୋଥୋନର ଆୟୋଜନ କରାଯାଇଥିଲା। ଏହା ଏଡିଏମ୍ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ରାଉରକେଲା ଏସ ପି ମୁକେଶ ଭାମୁ, ସିଦ୍ଧାନ୍ତ ମହାପାତ୍ର ଓ କୁନା ତ୍ରିପାଠୀ ଉପସ୍ଥିତ ରହିଥିଲେ।
#Rourkela #roadsafety #CycleRally #KunaTripathy #SiddhantaMahapatra #Odisha #ArgusNews