#କଟକ_ସବରେଜିଷ୍ଟ୍ରାର_ଅଫିସ_ନିକଟରେ_ଅଗ୍ନିକାଣ୍ଡ
ଏକ ହୋଟେଲରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଥିବା ସୂଚନା। ନିକଟରେ ଥିବା ଅବକାରୀ ବିଭାଗର ମାଲଖାନାରେ ନିଆଁ ଲାଗି ଦ୍ରୁତଗତିରେ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର 4ଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ....।
#ArgusNews #Cuttack #FireMishap #SubRegisterOffice #CylinderBlast #Odisha