#ସାଧାରଣ_ଲୋକଙ୍କ_ଉପରେ_ଅତ୍ୟାଚାର
#ଇଏ_କି_ପ୍ରକାରର_ଗରିବଙ୍କ_ସରକାର ?
କେଉଁଠି ଦ୍ରୁତ ଗତିରେ ଗାଡି ଚଳାଇବାକୁ ନେଇ ଝଗଡା ତ ଆଉ କେଉଁଠି ମାସ୍କ ପିନ୍ଧି ନଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ୍ ଆଉ ଏବେ ନୋଟିସର ମାତ୍ର ଗୋଟିଏ ଦିନ ପରେ ସରକାରୀ ଜାଗାରୁ ଜଣେ ଗରିବ ଲୋକର ଘର ଭାଙ୍ଗିବାକୁ ଜେସିବି ନେଇ ହାଜର ଗଞ୍ଜାମ ତହସିଲଦାର
#Ganjam #Tahasildar #odisha #ArgusNews